Jump to content

ସବିତା ଇନ୍ଦ୍ର ରେଡ୍ଡୀ

ଉଇକିପିଡ଼ିଆ‌ରୁ
୧୦:୧୦, ୧୩ ଜୁନ ୨୦୨୪ ବେଳେ CommonsDelinker (ଆଲୋଚନା | ଅବଦାନ) (Removing Sabitha_Indra_Reddy_Pic.png, it has been deleted from Commons by Krd because: No permission since 5 June 2024.) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ (ଅଦଳ ବଦଳ)
ଶ୍ରୀମତୀ

ସବିଥା ଇନ୍ଦ୍ର ରେଡ୍ଡୀ
ଗୃହ, କାରାଗାର ଓ ଦୁର୍ବିପାକ ମନ୍ତ୍ରୀ
ଆନ୍ଧ୍ରପ୍ରଦେଶର ପ୍ରଥମ ଗୃହମନ୍ତ୍ରୀ
କାର୍ଯ୍ୟକାଳ
୨୦୦୯ – ୨୦୧୪
ଖଣି ଓ ଭୂତ‌ତ୍ତ୍ୱ ମନ୍ତ୍ରୀ
କାର୍ଯ୍ୟକାଳ
୨୦୦୪ – ୨୦୦୯
Member of Legislative Assembly from Chevella
କାର୍ଯ୍ୟକାଳ
୨୦୦୪ – ୨୦୧୪
ବ୍ୟକ୍ତିଗତ ସବିଶେଷ
ଜନ୍ମ୫ ମଇ ୧୯୬୩
ହାଇଦ୍ରାବାଦ୍
ଜାତୀୟତାଭାରତୀୟ
ଜୀବନ ସାଥୀପି ଇନ୍ଦ୍ର ରେଡ୍ଡୀ (ସ୍ୱର୍ଗୀୟ)
ସନ୍ତାନ୩ ପୁଅ
ଘରହାଇଦ୍ରାବାଦ, ଭାରତ.

ପାଟଲୋଲା ସବିଥା ଇନ୍ଦ୍ର ରେଡ୍ଡୀ ଜଣେ ଭାରତୀୟ ରେଜନୀତିଜ୍ଞ । ସେ ଆନ୍ଧ୍ଋପ୍ରଦେଶର ପ୍ରଥମ ମହିଳା ଗୃହମନ୍ତ୍ରୀ । ପୂର୍ବରୁ ସେ ୱାଇ ଏସ୍ ରାଜଶେଖର ରେଡ୍ଡୀଙ୍କ ମନ୍ତ୍ରୀ ମଣ୍ଡଳରେ ଥିଲେ ।

ରାଜନୈତିକ ଜୀବନ

[ସମ୍ପାଦନା]

ସବିଥା ଇନ୍ଦ୍ର ରେଡ୍ଡୀ ପୂର୍ବରୁ ସରକାରରେ ଖଣି ଓ ଭୂତ‌ତ୍ତ୍ୱ ବିଭାଗରେ ଥିଲେ । ସେ ଆନ୍ଧ୍ରପ୍ରଦେଶର ପ୍ରଥମ ମହିଳା ଗୃହମନ୍ତ୍ରୀ ।[]

  1. "Sabitha, first A.P. woman Home Minister". The Hindu. 27 May 2009. Archived from the original on 10 November 2012. Retrieved 14 April 2018.