ଶ୍ୱାସନଳୀ ପ୍ରଦାହ
ଶ୍ୱାସନଳୀ ପ୍ରଦାହ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Infectious disease, pulmonology |
ଆଇସିଡ଼ି-୧୦ | J20.-J21., J42. |
ଆଇସିଡ଼ି-୯-ସିଏମ୍ | 466, 491, 490 |
ରୋଗ ଡାଟାବେସ | 29135 |
ମେଡ଼ିସିନ-ପ୍ଲସ | 001087 |
ଇ-ମେଡ଼ିସିନ | article/807035 article/297108 |
MeSH | D001991 |
ଶ୍ୱାସନଳୀ ପ୍ରଦାହ (ଇଂରାଜୀ ଭାଷାରେ bronchitis) ରୋଗରେ ମଧ୍ୟରେ ଥିବା ବଡ଼ ଓ ମଧ୍ୟମ ଆକାରର (ଫୁସଫୁସ) ଶ୍ୱାସନଳୀରେ ପ୍ରଦାହ ସୃଷ୍ଟି ହୁଏ । [୧] ଲକ୍ଷଣ: କାଶିଲେ ଖଙ୍କାର ପଡ଼େ, ହୁଇଜ ହୁଏ, ଛୋଟ ଶ୍ୱାସକ୍ରିୟା ହୁଏ ଓ ଛାତି ଭିତରେ ବେଆରାମ ଲାଗେ । [୧] ଶ୍ୱାସନଳୀ ପ୍ରଦାହ ଦୁଇ ପ୍ରକାର ଅଛି: ତୀବ୍ର ଶ୍ୱାସନଳୀ ପ୍ରଦାହ ଓ କ୍ରନିକ ଶ୍ୱାସନଳୀ ପ୍ରଦାହ । [୧] ତୀବ୍ର ଶ୍ୱାସନଳୀ ପ୍ରଦାହକୁ ଛାତି ଥଣ୍ଡା ମଧ୍ୟ କୁହାଯାଏ । [୧]
ତୀବ୍ର ଶ୍ୱାସନଳୀ ପ୍ରଦାହ ରୋଗରେ କାଶ ପ୍ରାୟ ୩ ସପ୍ତାହ ରହେ । [୨] ପ୍ରାୟ ୯୦ % ରୋଗ ଭୁତାଣୁ ସଂକ୍ରମଣ ଯୋଗୁ ହୁଏ । [୨] କାଶ ଯୋଗୁ ବା ରୋଗୀ ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପେ । ସଙ୍କଟପ୍ରଦ କାରଣ: ଧୂମ୍ରପାନ, ଧୂଳି ଓ ଦୂଷିତ ବାୟୁ । [୧] ଅଳ୍ପ ସଂଖ୍ୟକ ରୋଗ ଦୂଷିତ ବାୟୁ କିମ୍ବା ମାଇକୋପ୍ଲାଜମା ନିମୋନି ବା ବୋର୍ଡେଟେଲା ପର୍ଟୁସିସ ଜୀବାଣୁ ଯୋଗୁ ହୁଏ । [୨][୩] ରୋଗୀକୁ ବିଶ୍ରାମ, ଜ୍ୱର ନିମନ୍ତେ ପାରାସେଟାମୋଲ ଓ ଏନଏସଆଇଡି ଦିଆଯାଏ । [୪][୫]
ବାର୍ଷିକ ୩ ମାସ ବା ଅଧିକ ସମୟ ଧରି ଅତି କମରେ ଦୁଇ ବର୍ଷ ପର୍ଯ୍ୟନ୍ତ କାଶ ସହିତ କଫ (Chronic bronchitis) ପଡ଼ିଲେ କ୍ରନିକ ବ୍ରୋଙ୍କାଇଟିସ ବା କ୍ରନିକ ଶ୍ୱାସନଳୀ ପ୍ରଦାହ ରୋଗ କୁହାଯାଏ । [୬] କ୍ରନିକ ଶ୍ୱାସନଳୀ ପ୍ରଦାହ ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ସିଓପିଡି ଥାଏ । [୭] ଧୂମ୍ରପାନ ଏହାର ଅତି ସାଧାରଣ କାରଣ ତଥା ବାୟୁ ପ୍ରଦୁଷଣ ଓ ଜେନେଟିକ ଭୂମିକା ମଧ୍ୟ ଥାଏ । [୮] ଧୂମ୍ରପାନ ବନ୍ଦ, ଟିକା, ଫୁସଫୁସ ପୁନର୍ବସତି, ପ୍ରଶ୍ୱାସରେ ଶ୍ୱାସନଳୀ ସ୍ଫିତକାରୀ ଔଷଧ ବା ସ୍ଟିରଏଡ ନେଇ ଏହାର ଚିକିତ୍ସା କରାଯାଏ । [୯] ଦୀର୍ଘକାଳୀନ ଅମ୍ଳଜାନ ଥେରାପି କମ୍ବା ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ କଲେ ଅନେକ ଉପକାର ଆଆନ୍ତି । [୯]
ଆକ୍ୟୁଟ ବା ତୀବ୍ର ଶ୍ୱାସନଳୀ ପ୍ରଦାହ ଏକ ଅତି ସାଧାରଣ ରୋଗ । [୪][୧୦] ୫ % ବୟସ୍କ ଲୋକ ଓ ୬ % ପିଲାଙ୍କର ବର୍ଷକୁ ନିହାତି କମରେ ଥରେ ଏହି ରୋଗ ହୁଏ । [୧୧][୧୨] ସନ ୨୦୧୦ରେ ୩୨୯ ନିୟୁତ ଲୋକ ବା ଜନସଂଖ୍ୟାର ୫ % ଲୋକଙ୍କୁ ଏହି ରୋଗ ହୋଇଥିଲା । [୧୩] ସନ ୧୯୯୦ରେ ଏହା ଯୋଗୁ ୨.୪ ନିୟୁତ ମୃତ୍ୟୁ ହୋଇଥିଲା ଓ ସନ ୨୦୧୩ରେ ଏହା ବଢ଼ିଯାଇ ୨.୯ ମୃତ୍ୟୁ ହୋଇଥିଲା । [୧୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "What Is Bronchitis?". August 4, 2011. Retrieved 1 April 2015.
- ↑ ୨.୦ ୨.୧ ୨.୨ Albert, RH (1 December 2010). "Diagnosis and treatment of acute bronchitis". American family physician. 82 (11): 1345–50. PMID 21121518.
- ↑ "What Causes Bronchitis?". August 4, 2011. Retrieved 1 April 2015.
- ↑ ୪.୦ ୪.୧ Tackett, KL; Atkins, A (December 2012). "Evidence-based acute bronchitis therapy". Journal of pharmacy practice. 25 (6): 586–90. PMID 23076965.
- ↑ "How Is Bronchitis Treated?". August 4, 2011. Retrieved 1 April 2015.
- ↑ Vestbo, Jørgen (2013). "Diagnosis and Assessment". Global Strategy for the Diagnosis, Management, and Prevention of Chronic Obstructive Pulmonary Disease. Global Initiative for Chronic Obstructive Lung Disease. pp. 9–17.
{{cite book}}
:|access-date=
requires|url=
(help);|archive-url=
requires|url=
(help); External link in
(help); Unknown parameter|chapterurl=
|chapterurl=
ignored (|chapter-url=
suggested) (help) - ↑ Reilly, John J.; Silverman, Edwin K.; Shapiro, Steven D. (2011). "Chronic Obstructive Pulmonary Disease". In Longo, Dan; Fauci, Anthony; Kasper, Dennis; Hauser, Stephen; Jameson, J.; Loscalzo, Joseph (eds.). Harrison's Principles of Internal Medicine (18th ed.). McGraw Hill. pp. 2151–9. ISBN 978-0-07-174889-6.
- ↑ Decramer M, Janssens W, Miravitlles M (April 2012). "Chronic obstructive pulmonary disease". Lancet. 379 (9823): 1341–51. doi:10.1016/S0140-6736(11)60968-9. PMID 22314182.
{{cite journal}}
: CS1 maint: multiple names: authors list (link) - ↑ ୯.୦ ୯.୧ Rabe KF, Hurd S, Anzueto A, Barnes PJ, Buist SA, Calverley P, Fukuchi Y, Jenkins C, Rodriguez-Roisin R, van Weel C, Zielinski J (September 2007). "Global strategy for the diagnosis, management, and prevention of chronic obstructive pulmonary disease: GOLD executive summary". Am. J. Respir. Crit. Care Med. 176 (6): 532–55. doi:10.1164/rccm.200703-456SO. PMID 17507545.
{{cite journal}}
: CS1 maint: multiple names: authors list (link) - ↑ Braman, SS (January 2006). "Chronic cough due to acute bronchitis: ACCP evidence-based clinical practice guidelines". Chest. 129 (1 Suppl): 95S–103S. PMID 16428698.
- ↑ Wenzel, RP; Fowler AA, 3rd (16 November 2006). "Clinical practice. Acute bronchitis". The New England journal of medicine. 355 (20): 2125–30. PMID 17108344.
{{cite journal}}
: CS1 maint: numeric names: authors list (link) - ↑ Fleming, DM; Elliot, AJ (March 2007). "The management of acute bronchitis in children". Expert opinion on pharmacotherapy. 8 (4): 415–26. PMID 17309336.
- ↑ Vos T, Flaxman AD, Naghavi M, Lozano R, Michaud C, Ezzati M, Shibuya K, Salomon JA, Abdalla S, Aboyans V; et al. (December 2012). "Years lived with disability (YLDs) for 1160 sequelae of 289 diseases and injuries 1990–2010: a systematic analysis for the Global Burden of Disease Study 2010". Lancet. 380 (9859): 2163–96. doi:10.1016/S0140-6736(12)61729-2. PMID 23245607.
{{cite journal}}
: CS1 maint: multiple names: authors list (link) - ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. doi:10.1016/S0140-6736(14)61682-2. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link)