ବିଲ୍ ଗୋଲ୍ଡବର୍ଗ
Appearance
ବିଲ୍ ଗୋଲ୍ଡବର୍ଗ | |
---|---|
ଜନ୍ମ | William Scott Goldberg ଡିସେମ୍ବର ୨୭, ୧୯୬୬[୧] |
ବୃତ୍ତି(ସମୂହ) | Football player, professional wrestler, actor |
ସକ୍ରିୟ ବର୍ଷ | 1990–1995 (football player) 1997–2004; 2015–present (wrestler) 1998–present (actor) |
ବୈବାହିକ-ସାଥୀ |
Wanda Ferraton (m. ୨୦୦୫) |
ସନ୍ତାନ | 1 |
Professional wrestling career | |
Ring name(s) | Bill Gold[୩] Bill Goldberg[୩] Goldberg |
Billed height | 6 ft 4 in (1.93 m)[୪][୫] |
Billed weight | 285 lb (129 kg)[୪] |
Billed from | Dawsonville, Georgia[୬][୭] Atlanta[୪] Parts Unknown[୬][୭] |
Trained by | WCW Power Plant[୧][୪] |
Debut | 1997[୮] |
ୱଲିୟମ ସ୍କଟ୍ "ବିଲ୍" ଗୋଲ୍ଡବର୍ଗ (ଜନ୍ମ ଡିସେମ୍ବର ୨୭ ୧୯୬୬) ଜଣେ ଆମେରିକୀୟ, ପେଶାଦାର ମଲ୍ଲ, କଳାକାର ଏବଂ ଜଣେ ଫୁଟବଲ୍ ଖେଳାଳି । ୧୯୯୭ରୁ ୨୦୦୧ ମଧ୍ୟରେ ସେ ୱର୍ଲଡ୍ ଚ୍ୟାମ୍ପିୟନସିପ୍ ରେସଲିଙ୍ଗ୍ (ଡବ୍ଲୟୁସିଡବ୍ଲୟୁ) ସହିତ ଏବଂ ୨୦୦୩ରୁ ୨୦୦୪ ମଧ୍ୟରେ ୱର୍ଲଡ୍ ରେସଲିଙ୍ଗ୍ ଏଣ୍ଟରଟେନମେଣ୍ଟରେ ସେ ନିଜ ପ୍ରଦର୍ଶନରୁ ଜଣା ଯାଆନ୍ତି । ଡବ୍ଲୟୁସିଡବ୍ଲୟୁରେ ୧୯୯୭ରୁ ୧୯୯୮ ମଧ୍ୟରେ ସେ ୧୭୩ ଜଣଙ୍କୁ ୧୭୩-୦ ଅଙ୍କରେ ହରାଇ ସବୁଠାରୁ ଅଧିକ ସମୟ ପର୍ଯନ୍ତ ବିଜେତା ରହିଥିଲେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Bill Goldberg's OWOW Profile". Online World of Wrestling. Archived from the original on March 20, 2008. Retrieved March 21, 2008.
{{cite web}}
: Unknown parameter|deadurl=
ignored (|url-status=
suggested) (help) - ↑ "Bill Goldberg's Accelerator profile". Accelerator's Wrestling Rollercoaster. Archived from the original on March 16, 2008. Retrieved March 21, 2008.
- ↑ ୩.୦ ୩.୧ "Bill Goldberg's Cagematch profile".
- ↑ ୪.୦ ୪.୧ ୪.୨ ୪.୩ "Goldberg bio". WWE. Retrieved February 15, 2012.
- ↑ "Biography". Billgoldberg.com. Archived from the original on May 5, 2010. Retrieved February 8, 2011.
- ↑ ୬.୦ ୬.୧ "Road Wild report on August 8, 1998".
- ↑ ୭.୦ ୭.୧ "WCW Nitro report on February 22, 1999".
- ↑ "WCW 1997 results"., Saturday Night taping, against Buddy Landel