Jump to content

ମାର୍ଚ୍ଚ

ଉଇକିଅଭିଧାନ‌ରୁ
୦୬:୨୩, ୧୨ ଜୁଲାଇ ୨୦୨୩ ବେଳେ Lingua Libre Bot (ଆଲୋଚନା | ଅବଦାନ) (ଲିଙ୍ଗୁଆ ଲିବ୍ରେରୁ ଏକ ଉଚ୍ଚାରଣ ଅଡ଼ିଓ ଯୋଡ଼ିଲି) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ (ଅଦଳ ବଦଳ)

ମାର୍ଚ୍ଚ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]
୧. ଇଂରାଜୀ ଗଣନାର ତୃତୀୟ ମାସ (ଫାଲ୍ଗୁନ—ଚୈତ୍ର) —୧. The month of March.
୨. ପାଦଦ୍ୱାରା ଗତି କରିବା କ୍ରିୟା — ୨. Marching.
୩. ସେନାମାନଙ୍କ ନିଯନ୍ତ୍ରୀତ ଗତି — ୩. The march of soldiers.

[ଦ୍ରଷ୍ଟବ୍ୟ —ବାଳକମାନଙ୍କୁ ବିଦ୍ୟାଳୟରେ ଡ୍ରିଲ୍ (Drill) ବା ସୈନିକ ବିଦ୍ୟା ଶିକ୍ଷା ଦେବାରେ Quick march (କ୍ୱିକ୍ ମାର୍ଚ୍ଚ)=ଚଞ୍ଚଳ ଗତି; Slow march (ସ୍ଳୋ ମାର୍ଚ୍ଚ)=ଧୀର ଗତି Double march ଡବଲ୍ ମାର୍ଚ୍ଚ) ଖୁବ୍ ଚଞ୍ଚଳ ଚାଲିବା ଆଦି ଇଂରାଜି ଡାକମାନ ବ୍ୟବହୃତ ହୁଏ]