Jump to content

ପତ୍ନୀ

ଉଇକିଅଭିଧାନ‌ରୁ

ପତ୍ନୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ପତି+ସ୍ତ୍ରୀ. ଈ)

[ସମ୍ପାଦନା]

ଆପଣାର ବିବାହିତା ସ୍ତ୍ରୀ; ଭାର୍ଯ୍ୟା; ସହଧର୍ମଣୀ —One's married wief; spouse.

(ପତ୍ନୀ ଅନ୍ୟ ସଂସ୍କୃତ - ନାମ—ଜାୟା, ଭାର୍ଯ୍ୟା,ଦାୟିତା,କଳତ୍ର, ବଧୁ, ସହଧର୍ମିଣୀ, ଦାରା, ଦାର, ଗୃହିଣୀ, ପାଣିଗୃହିତା, କ୍ଷେତ୍ର, ଜନି,ଗୃହ ହିନ୍ଦୀ - ଶଦ୍ଦସାଗର ]