ବୋଇତ
ଦେଖଣା
ବୋଇତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୋହିତ୍ଥ; ବହିତ୍ର; ପ୍ରା; ବଇତ୍ତ)
[ସମ୍ପାଦନା]- ୧. ନୌକା —୧. Boat.
- ୨. ସମୁଦ୍ରଗାମୀ ଜାହାଜ — ୨. Ship; sea-going vessel.
[ଉ— ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ—ମଧୁସୂଦନ ଛାନ୍ଦମାଳା ]
- ୩. ବାଣିଜ୍ୟ ପୋତ —୩. Merchantman; trading vessel.
[ଦ୍ରଷ୍ଟବ୍ୟ —ପୂର୍ବେ ଉତ୍କଳୀୟମାନେ ସମୁଦ୍ରଗାମୀ ପୋତରେ ବାଣିଜ୍ୟ କରୁଥିବାର ଅନେକ ପ୍ରମାଣ ଓଡ଼ିଆ କାବ୍ୟ ଓ ଗ୍ରନ୍ଥ ମାନଙ୍କରୁ ମିଳେ ୧ ବର୍ଷ ପୂର୍ବେ ବାଲେଶ୍ୱର ବନ୍ଦରରୁ ଜାହାଜମାନ ଯିବା ଆସିବା କରୁଥିଲା ଫକୀରମୋହନ କେତେଗୁଡ଼ିଏ ଜାହାଜିଆ ଶବ୍ଦ ତାଙ୍କର ଗଳ୍ପସ୍ୱଳ୍ପରେ ଲିପିବଦ୍ଧ କରି ଯାଇ ଅଛନ୍ତି]
- ୪. ମୋଟା ଲୁଗା —୪. Coarse cloth.
- ୫. ମୋଟା ପଟ୍ଟବସ୍ତ୍ର —୫. Thick silk cloth.
[ଉ—ଆପେ ପିନ୍ଧିଥାଏ କଳା ବୋଇତ ଉଡ଼େଇ ନେଉଛି ଭୁତ—ବାୟାମା ବା ଗୀତ ]